Viral Video: Class-IX Girl Gang raped in Odisha’s Nayagarh Along Side Video Shoot


#viral2016

Viral Video: Class-IX Girl Gang raped in Odisha’s Nayagarh Along Side Video Shoot. A class-IX girl student of Sarankul area in Odisha’s Nayagarh district was allegedly gangraped by three minor boys who videographed the incident and uploaded it on internet following which the video went viral. According to reports, the 14-year-old girl was gangraped near a Hanuman temple at Manpur here two months ago while the video became viral recently.
One of the accused has been identified as the victim’s classmate

For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I

Follow MBC TV on Social Media:
Facebook: https://www.facebook.com/MBCOdisha
Twitter: https://twitter.com/MBCTVODISHA
Instagram: https://www.instagram.com/mbctv_odisha/

For More News and Videos Visit Here:
www.mbctv.co.in

ନୟାଗଡ଼ରେ ଚାଞ୍ଚଲ୍ୟ । ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୁଃଷ୍କର୍ମ କରିବା ଓ ଦୁଃଷ୍କର୍ମ ସମୟର ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ୩ଜଣଙ୍କୁ ଅଟକ ରଖି ପୋଲିସ ଜାରି ରଖିଛି ତଦନ୍ତ । ଅଭିଯୁକ୍ତଙ୍କ ବୟସ ପରୀକ୍ଷା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି ।
ପୁଣି ଭାଇରାଲ ହେଲା ନବାଳିକକୁ ଦୁଷ୍କର୍ମ ସମୟର ଭିଡ଼ିଓ । ୨ ମାସ ତଳେ ନୟାଗଡ଼ରେ ଜଣେ ନାବାଳିକାକୁ ସେହି ଗାଁର ଜଣେ ନାବାଳକ ଦୁଷ୍କର୍ମ କରିଥିବା ବେଳେ ତାକୁ ସାହାଯ୍ୟ କରିଥିଲେ ଆହୁ ଦୁଇଜଣ । ଦୁଷ୍କର୍ମ ସମୟର ଚିତ୍ର ଉତୋଳନ ବି କରିଥିଲେ । ପରେ ଗାଁ ଲୋକ ଜାଣିବାକୁ ପାଇ ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ । ପୀଡ଼ିତାଙ୍କ ମାଆ ଅଭିଯୁକ୍ତ ଙ୍କୁ ଫାସିଦେବା ପାଇଁ ଦାବି କରିଛନ୍ତି ।
ନାବାଳିକା ଜଣଙ୍କ ନୟାଗଡ଼ ଜିଲ୍ଲା ମୁଖ୍ୟ ଡ଼ାକ୍ତର ଖାନାରେ ଡ଼ାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ 3ଜଣଙ୍କ ବୟସ ପରୀକ୍ଷା ପରେ ଉପଯୁକ୍ତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୟାଗଡ଼ ଏସପି ସୂଚନା ଦେଇଛନ୍ତି । ସେପଟେ ଏପରି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ହେବା ପରେ ନୟାଗଡ଼ ସିଡ଼ବ୍ଲ୍ୟସି ଦରକାର ପଡ଼ିଲେ ପୀଡ଼ିତାକୁ କାଉନସେଲିଂ ଓ ସହାୟତା କରିବା ପାଇଁ ଆଗେଇ ଆସିବ ବୋଲି ସିଡ଼ବ୍ଲ୍ୟୁସି ମେମ୍ବର କହିଛନ୍ତି । ଦିଲ୍ଲୀ ନିର୍ଭୟା ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଲା ଭଳି ଏହି ଘଟଣାରେ ଦୃଢ ଶାସ୍ତି ଦେବା ପାଇଁ କହିଛନ୍ତି ସ୍ୱେଚ୍ଛାସେବୀ ।
ନାବାଳିକା ଦୁଃଷ୍କର୍ମ ସମୟର ଭାଇରାଲ ହେବା ପରେ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ଅପେକ୍ଷା ।

MBC TV